ଧୁକା Dhukā

  • ଦେ. ବି. — ଧୋକା (ଦେଖ) — Dhokā (See)
  • ପ୍ରାଦେ. (ସମ୍ବଲପୁର) ବି. [ ତୁଳ. ହି. ଝୋଁକା; ସଂ. ଧୂକ= ଜୀବନ (Apte)]— ପବନର ହପ୍ପା; ଝୁଙ୍କ — Gust of wind
  • ପ୍ରାଦେ. (ସମ୍ବଲପୁର) ବି. [ ତୁଳ. ହି. ଝୋଁକା; ସଂ. ଧୂକ= ଜୀବନ (Apte)]— ଝଡ଼ — Tempest