ଧୁଆ Dhuā

  • ଦେ. ବି. (ସଂ. ଧାବ୍ ଧାତୁରୁ ଧୌତ) ଧୌତ କରଣ; ଧୋଇବା କର୍ମ — Washing
  • ଦେ. ବି. (ସଂ. ଧାବ୍ ଧାତୁରୁ ଧୌତ) ଯେଉଁ ପାଛିଆରେ ଧୁଆଧୋଇ କାର୍ଯ୍ୟ ହୁଏ — A basket used to wash things
  • ଦେ. ବି. (ସଂ. ଧାବ୍ ଧାତୁରୁ ଧୌତ) [ ଦ୍ର—ଏ ଅର୍ଥରେ ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହୋଇ ବ୍ୟବହୃତ ହୁଏ; ଯଥା—ଚାଉଳଧୁଆ, ଆଇଁଷଧୁଆ।]
  • ଦେ. ବି. (ସଂ. ଧାବ୍ ଧାତୁରୁ ଧୌତ) 3 (ସଂ. ଧ୍ରୂବକ) ଗୀତର ଘୋଷା; ଧ୍ରୂବକ — 3(ସଂ. ଧ୍ରୂବକ) ଗୀତର ଘୋଷା; ଧ୍ରୂବକ— 3. The refrain of a song; the burden of a song
  • ଦେ. ବିଣ — ଧୌତ — Washed
  • ଦେ. ବିଣ — ଯେଉଁ ଲୁଗା ବୁଣା ହେବା ପରେ ଥରେ ଧୁଆ ହୋଇ ସାରି ବିକ୍ରି ହୁଏ — Bleached (cloth)
  • ଦେ. ବିଣ — (ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହୁଏ; ଯଥା—ଗୋଡ଼ିଧୁଆ ପାଣି; ଚାଉଳ ଧୁଆ ପାଣି)—ଯେଉଁ ପାଣିରେ କୌଣସି ବସ୍ତୁ ଧୌତ ହୋଇଥାଏ — (the water) With which something is washed
  • ଦେ. ବିଣ — (ଅନ୍ୟ ଶବ୍ଦ ସଙ୍ଗେ ହୁଏ; ଯଥା—ଗୋଡ଼ଧୁଆ କଂସା; ମୁହଁଧୁଆ କୁଣ୍ଡ) ଯେଉଁ ପାତ୍ର କୌଣସି ଦ୍ରବ୍ୟ ବା ଅଙ୍ଗ ଧୋଇବା ପାଇଁ ବ୍ୟବହୃତ ହୁଏ — (pot or vessel) Which is used for the purpose of washing something