ଧୀତି Dhīti

  • ସଂ. ବି. ସ୍ତ୍ରୀ. (ଧେ ଧାତୁ=ପାନ କରିବା+ଭାବ. ତି) — ପିପାସା; ଶୋଷ — Thirst
  • ସଂ. ବି. ସ୍ତ୍ରୀ. (ଧେ ଧାତୁ=ପାନ କରିବା+ଭାବ. ତି) — ପାନ; ପିଇବା — Drinking
  • ସଂ. ବି. ସ୍ତ୍ରୀ. (ଧେ ଧାତୁ=ପାନ କରିବା+ଭାବ. ତି) — ଭାବ; ଧାରଣା — Notion
  • ସଂ. ବି. ସ୍ତ୍ରୀ. (ଧେ ଧାତୁ=ପାନ କରିବା+ଭାବ. ତି) — ଭକ୍ତି — Devotion
  • ସଂ. ବି. ସ୍ତ୍ରୀ. (ଧେ ଧାତୁ=ପାନ କରିବା+ଭାବ. ତି) — ଅସମ୍ମାନ; ଅବଜ୍ଞା — Disrespect; disregard
  • ସଂ. ବି. ସ୍ତ୍ରୀ. (ଧେ ଧାତୁ=ପାନ କରିବା+ଭାବ. ତି) — ଆରାଧନା — Worshipping; adoring