ଧା Dhā

  • ସଂ. ବି. (ଧା ଧାତୁ=ଧାରଣ କରିବା+କର୍ତ୍ତୃ. କ୍ୱିପ୍) — ଧାରଣକର୍ତ୍ତା — Holder; upholder
  • ସଂ. ବି. (ଧା ଧାତୁ=ଧାରଣ କରିବା+କର୍ତ୍ତୃ. କ୍ୱିପ୍) — ଧାତା; ବିଧାତା; ବ୍ରହ୍ମା — The creator; Brahmā
  • ସଂ. ବି. (ଧା ଧାତୁ=ଧାରଣ କରିବା+କର୍ତ୍ତୃ. କ୍ୱିପ୍) — ବୃହସ୍ପତି — Bṛuhaspati
  • ସଂ. ପ୍ରତ୍ୟୟ. (ସଂଖ୍ୟାବାଚକ ଶବ୍ଦ ପରେ ଯୁକ୍ତ ହୁଏ; ଯଥା— ଦ୍ୱିଧା, ଶତଧା, ବହୁଧା) — (ଏତେ) ପ୍ରକାରେ (ଯଥା—ବହୁଧା) — In (so many) ways
  • ସଂ. ପ୍ରତ୍ୟୟ. (ସଂଖ୍ୟାବାଚକ ଶବ୍ଦ ପରେ ଯୁକ୍ତ ହୁଏ; ଯଥା— ଦ୍ୱିଧା, ଶତଧା, ବହୁଧା) — (ଏତେ) ଖଣ୍ଡରେ (ଯଥା—ଶତଧା) — Into (so many) pieces
  • ସଂ. ପ୍ରତ୍ୟୟ. (ସଂଖ୍ୟାବାଚକ ଶବ୍ଦ ପରେ ଯୁକ୍ତ ହୁଏ; ଯଥା— ଦ୍ୱିଧା, ଶତଧା, ବହୁଧା) — [ଦ୍ର—ଏହି ପ୍ରତ୍ୟୟ ଦ୍ୱାରା ନିଷ୍ପନ୍ନ ପଦ ଅବ୍ୟୟ ରୂପେ ବ୍ୟବହୃତ ହୁଏ
  • ଦେ. ବି. — (ସଂ. ଧୈବତ)—ସଙ୍ଗୀତର ସପ୍ତ ସ୍ୱରଗ୍ରାମ (ସା ରେ ଗା ମା ପା ଧା ନି) ମଧ୍ୟରୁ ଷଷ୍ଠ ସ୍ୱର — The 6th tone of the Hindu musical gamut
  • ଦେ. ବି. — [ଦ୍ର—ଏହି ଧା ସ୍ୱର ଦୁଇ ପ୍ରକାର ଯଥା—ସାଧାରଣ ଧା ଓ କୋମଳ ଧା। ]
  • ଦେ. ବି. — ତବଲାର ଉକୁଟବିଶେଷ — 1. A part of the formula for striking the tabalā drum