ଧାଡ଼ୁଆ Dhāṟḍ̠uā

  • ପ୍ରାଦେ (ବାଲେଶ୍ୱର) ବି (ତୁଳ. ବଂ. ଏହି ଅର୍ଥରେ ଧାଡ଼ୀ) — ଗେଧ; ଦଳର ବୁଢା ମାକଡ଼ — The head of a flock of monkeys
  • ପ୍ରାଦେ (ବାଲେଶ୍ୱର) ବି (ତୁଳ. ବଂ. ଏହି ଅର୍ଥରେ ଧାଡ଼ୀ) — ଧାଡ଼ୁଆ ମାଙ୍କଡ଼ ପରି ଆମ ଜାହାଜ ଉପରେ ଧାଁ ଦଉଡ଼ ଲଗାଇଥାନ୍ତି। ଫକୀରମୋହନ. ଗଳ୍ପସ୍ୱଳ୍ପ।
  • ପ୍ରାଦେ (ବାଲେଶ୍ୱର) ବି (ତୁଳ. ବଂ. ଏହି ଅର୍ଥରେ ଧାଡ଼ୀ) — ଦଳର ସର୍ଦ୍ଦାର — Leader of a gang