ଧାଡ଼ିଆ Dhāṟḍ̠iā

  • ପ୍ରାଦେ. (ପୁରୀ) ବିଣ — କଇଥା; ଦରସିଝା — Imperfectly boiled; parboiled
  • ଦେ. ବିଣ. (ଅନ୍ୟ ସଂଖ୍ୟାବାଚକ ଶବ୍ଦ ସଙ୍ଗେ ଯୁକ୍ତ, ଯଥା— ତିନିଧାଡ଼ିଆ) — ଏତେ ପଂକ୍ତିବିଶିଷ୍ଟ — Consisting of (so many) lines or rows