ଧାସ Dhāsa

  • ଦେ. ବି. (ସଂ. ଧ୍ନା ଧାତୁ) — ଉତ୍ତାପ; ନିଆଁ ବା ଖରାର ତେଜ — Heat; glare; blaze
  • ଦେ. ବି. (ସଂ. ଧ୍ନା ଧାତୁ) — (ଯଥା—ନିଆଁ ଧାସ ଭାରି କାଟୁଛି।)
  • ଦେ. ବି. (ସଂ. ଧ୍ନା ଧାତୁ) — (ଲକ୍ଷଣାର୍ଥ) ପ୍ରଭାବ — (fugurative) Power; influence