ଧାନକ Dhānaka

  • ସଂ. ବି. (ଧା ଧାତୁ+ଅନ+କ) — ଧନିଆ — Coriander
  • ସଂ. ବି. (ଧା ଧାତୁ+ଅନ+କ) — ଏକ ରତିର ଚତୁର୍ଥାଂଶ ଓଜନ — A weight of 1/4 rati