ଧାତୁ Dhātu
- ସଂ. ବି (ଧା ଧାତୁ=ଧାରଣ କରିବା+କର୍ତ୍ତୃ. ତୁ) — ପରମେଶ୍ୱର; ଈଶ୍ୱର; ଧାତା; ପରମେଶ୍ୱର — The Creator; God
- ସଂ. ବି (ଧା ଧାତୁ=ଧାରଣ କରିବା+କର୍ତ୍ତୃ. ତୁ) — ସ୍ୱଭାବ; ପ୍ରକୃତି — Nature
- ସଂ. ବି (ଧା ଧାତୁ=ଧାରଣ କରିବା+କର୍ତ୍ତୃ. ତୁ) — ଦେହଧାରକ ଧର୍ମ ବା ପ୍ରକୃତି — Bodily humour; tamperament
- ସଂ. ବି (ଧା ଧାତୁ=ଧାରଣ କରିବା+କର୍ତ୍ତୃ. ତୁ) — ଶୁକ୍ର — Semen; virile
- ସଂ. ବି (ଧା ଧାତୁ=ଧାରଣ କରିବା+କର୍ତ୍ତୃ. ତୁ) — ନାଡ଼ୀ — Pulse
- ସଂ. ବି (ଧା ଧାତୁ=ଧାରଣ କରିବା+କର୍ତ୍ତୃ. ତୁ) — ଶରୀରସ୍ଥ ସପ୍ତ ଧାତୁ; ରସ, ରକ୍ତ, ମେଦ, ମଜ୍ଜା, ଶୁକ୍ର ମାଂସ ଓ ଅସ୍ଥି — The seven ingredients or constituents of the body
- ସଂ. ବି (ଧା ଧାତୁ=ଧାରଣ କରିବା+କର୍ତ୍ତୃ. ତୁ) — ଶରୀରସ୍ଥ ତ୍ରିଧାତୁ; ବାତ, ପିତ୍ତ ଓ କଫ — The three humours or elements regulating the physical system
- ସଂ. ବି (ଧା ଧାତୁ=ଧାରଣ କରିବା+କର୍ତ୍ତୃ. ତୁ) — ଚେତନା; ଜୀବନୀଶକ୍ତି — Vitality; life
- ସଂ. ବି (ଧା ଧାତୁ=ଧାରଣ କରିବା+କର୍ତ୍ତୃ. ତୁ) — ପଞ୍ଚଭୂତ; କ୍ଷିତି, ଅପ୍, ତେଜ୍, ମରୁତ୍ ଓ ବ୍ୟୋମ — The five elements of the material universe
- ସଂ. ବି (ଧା ଧାତୁ=ଧାରଣ କରିବା+କର୍ତ୍ତୃ. ତୁ) — ମୂଳ; ମୌଳିକ ବସ୍ତୁ — Root; base; element
- ସଂ. ବି (ଧା ଧାତୁ=ଧାରଣ କରିବା+କର୍ତ୍ତୃ. ତୁ) — ଉପାଦାନ; ଉପକରଣ — Material; component part; ingredient
- ସଂ. ବି (ଧା ଧାତୁ=ଧାରଣ କରିବା+କର୍ତ୍ତୃ. ତୁ) — ତୈଜସ ପଦାର୍ଥ; ବିଶିଷ୍ଟ ଗୁଣଯୁକ୍ତ ଖନିଜ ପଦାର୍ଥ — Metal