ଧାତା Dhātā

  • ସଂ. ବି ପୁଂ (ଧା ଧାତୁ=ଧାରଣ କରିବା+କର୍ତ୍ତୃ. ତୃ; ଧାତୃ 1 ମା. 1 ବ) — ଈଶ୍ୱର — God; Providence; the Maker
  • ସଂ. ବି ପୁଂ (ଧା ଧାତୁ=ଧାରଣ କରିବା+କର୍ତ୍ତୃ. ତୃ; ଧାତୃ 1 ମା. 1 ବ) — ବ୍ରହ୍ମା; ବିଧାତା — Brahmā, the Creator
  • ସଂ. ବି ପୁଂ (ଧା ଧାତୁ=ଧାରଣ କରିବା+କର୍ତ୍ତୃ. ତୃ; ଧାତୃ 1 ମା. 1 ବ) — କୁତ୍ସା କରେ ମୁଁ ଧାତାକୁ—କବିସୂର୍ଯ୍ୟ. କିଶୋରୀଚମ୍ପୂ ତ ଗୀତ।
  • ସଂ. ବି ପୁଂ (ଧା ଧାତୁ=ଧାରଣ କରିବା+କର୍ତ୍ତୃ. ତୃ; ଧାତୃ 1 ମା. 1 ବ) — ବିଷ୍ଣୁ — Bishṇu
  • ସଂ. ବି ପୁଂ (ଧା ଧାତୁ=ଧାରଣ କରିବା+କର୍ତ୍ତୃ. ତୃ; ଧାତୃ 1 ମା. 1 ବ) — ପିତା — Father
  • ସଂ. ବି ପୁଂ (ଧା ଧାତୁ=ଧାରଣ କରିବା+କର୍ତ୍ତୃ. ତୃ; ଧାତୃ 1 ମା. 1 ବ) — ଆତ୍ମା — Soul
  • ସଂ. ବି ପୁଂ (ଧା ଧାତୁ=ଧାରଣ କରିବା+କର୍ତ୍ତୃ. ତୃ; ଧାତୃ 1 ମା. 1 ବ) — ଅଣଞ୍ଚାଶ ବାୟୁ ମଧ୍ୟରୁ ଏକତମ — One of the 49 winds (according to the Hindu mythology)
  • ସଂ. ବି ପୁଂ (ଧା ଧାତୁ=ଧାରଣ କରିବା+କର୍ତ୍ତୃ. ତୃ; ଧାତୃ 1 ମା. 1 ବ) — ଦ୍ୱାଦଶ ଆଦିତ୍ୟ ମଧ୍ୟରୁ ଏକତମ — One of the 12 forms of the Sun-god
  • ସଂ. ବି ପୁଂ (ଧା ଧାତୁ=ଧାରଣ କରିବା+କର୍ତ୍ତୃ. ତୃ; ଧାତୃ 1 ମା. 1 ବ) — ଶିବ (ହି. ଶ.) — God Ṡiba
  • ସଂ. ବି ପୁଂ (ଧା ଧାତୁ=ଧାରଣ କରିବା+କର୍ତ୍ତୃ. ତୃ; ଧାତୃ 1 ମା. 1 ବ) — ଶେଷନାଗ (ହି. ଶବ୍ଦସାଗର) — The king of serpents (who is said to bear the universe on his head)
  • ସଂ. ବି ପୁଂ (ଧା ଧାତୁ=ଧାରଣ କରିବା+କର୍ତ୍ତୃ. ତୃ; ଧାତୃ 1 ମା. 1 ବ) — ଜାର; ଉପପତି (ପ୍ରକୃତିବାଦ) — A paramour
  • ସଂ. ବିଣ — ଧାରଣକର୍ତ୍ତା — Holding; supporting