ଧାତକୀ Dhātaki

  • ସଂ. ବି. ସ୍ତ୍ରୀ (ଧା ଧାତୁ=ଧାରଣ କରିବା+କର୍ତ୍ତୃ. ଅକ; ସ୍ତ୍ରୀ. ଈ) — ଧାଈ (ଫୁଲ ଓ ଗଛ) 6 (ଦେଖ) — ଧାଈ (ଫୁଲ ଓ ଗଛ)6(ଦେଖ)Dhāī 6 (See)
  • ସଂ. ବି. ସ୍ତ୍ରୀ (ଧା ଧାତୁ=ଧାରଣ କରିବା+କର୍ତ୍ତୃ. ଅକ; ସ୍ତ୍ରୀ. ଈ) — ବହେ ରାଗ ଅତି ତରୁଣ ଧାତକୀ ଅନୁସରଣ ଝଟତି—ଭଞ୍ଜ, ବୈଦେହୀଶବିଳାସ।