ଧାଟୀ Dhāṭī

  • ଦେ. ବି — (ସଂ. ଧାବନ) ଶତ୍ରୁକୁ ଆକ୍ରମଣ — Attacking an enemy; onslaught
  • ଦେ. ବି — (ସଂ. ଧାରା) ସମୂହ — Number; collection; multitude
  • ଦେ. ବି — ମର୍ମ ଗଲା ଫାଟିରେ ଚନ୍ଦ୍ରାନନା ! ମାରମାର୍ଗଣ ଧାଟୀ ରେ— କବିସୂର୍ଯ୍ୟ. ସଙ୍ଗୀତ।
  • ଦେ. ବି — ଶତ୍ରୁର ବା ଅସ୍ତ୍ରଶସ୍ତ୍ରାଦିର ସମ୍ମୁଖୀନ ହେବା — Encountering an enemy or a missile; act of facing an enemy or missile
  • ଦେ. ବି — ଶ୍ରେଣୀ; ଧାଡ଼ି — Row; line; array