ଧଳା Dhaḻā

  • ଦେ. ବିଣ (ସଂ. ଧବଳ) — ଶ୍ୱେତ; ଶୁକ୍ଳ — White
  • ଦେ. ବିଣ (ସଂ. ଧବଳ) — ଗୋରା — White or fair-complexioned
  • ଦେ. ବି — ଧବଳ ବସ୍ତୁ — A white object
  • ଦେ. ବି — ଦେଖିଲି ଗୋ ଧଳା କଳା ଏଥର, ମଧ୍ୟରେ ହଳଦୀମୁଖୀ କି ଚମତ୍କାର। ଭଜନ।