ଧରଣୀ Dharaṇī

  • ସଂ. ବି. ସ୍ତ୍ରୀ. (ଧୃ ଧାତୁ= ଧରିବା+ କର୍ତ୍ତୃ. ଅନି; + ଈ); ଯେ ପ୍ରାଣୀମାନଙ୍କୁ ଧାରଣ କରିଅଛି) — ପୃଥିବୀ — The earth
  • ସଂ. ବି. ସ୍ତ୍ରୀ. (ଧୃ ଧାତୁ= ଧରିବା+ କର୍ତ୍ତୃ. ଅନି; + ଈ); ଯେ ପ୍ରାଣୀମାନଙ୍କୁ ଧାରଣ କରିଅଛି) — ଭୂମି — Ground
  • ସଂ. ବି. ସ୍ତ୍ରୀ. (ଧୃ ଧାତୁ= ଧରିବା+ କର୍ତ୍ତୃ. ଅନି; + ଈ); ଯେ ପ୍ରାଣୀମାନଙ୍କୁ ଧାରଣ କରିଅଛି) — ଶିମିଳୀ ଗଛ — The silk-cotton tree
  • ସଂ. ବି. ସ୍ତ୍ରୀ. (ଧୃ ଧାତୁ= ଧରିବା+ କର୍ତ୍ତୃ. ଅନି; + ଈ); ଯେ ପ୍ରାଣୀମାନଙ୍କୁ ଧାରଣ କରିଅଛି) — ନାଡ଼ୀ; ଶିରା — Artery
  • ସଂ. ବି. ସ୍ତ୍ରୀ. (ଧୃ ଧାତୁ= ଧରିବା+ କର୍ତ୍ତୃ. ଅନି; + ଈ); ଯେ ପ୍ରାଣୀମାନଙ୍କୁ ଧାରଣ କରିଅଛି) — କନ୍ଦଆଳୁ — A bulbuous sweet edible root
  • ସଂ. ବି. ସ୍ତ୍ରୀ. (ଧୃ ଧାତୁ= ଧରିବା+ କର୍ତ୍ତୃ. ଅନି; + ଈ); ଯେ ପ୍ରାଣୀମାନଙ୍କୁ ଧାରଣ କରିଅଛି) — ପ୍ରାଚୀନ ଭାରତର ଅର୍ଣ୍ଣବପୋତବିଶେଷ — Name of a kind of ship used in ancient India
  • ସଂ. ବି. ସ୍ତ୍ରୀ. (ଧୃ ଧାତୁ= ଧରିବା+ କର୍ତ୍ତୃ. ଅନି; + ଈ); ଯେ ପ୍ରାଣୀମାନଙ୍କୁ ଧାରଣ କରିଅଛି) — [ଦ୍ର—ଭୋଜରାଜ ପ୍ରଣୀତ ''ଯୁକ୍ତିକଳ୍ପତରୁ'' ପୁସ୍ତକ ଅନୁସନ୍ଧେୟ। ଜଗବନ୍ଧୁ. ପ୍ରାଚୀନଉତ୍କଳ।]