ଧନ Dhana
- ସଂ. ବି. [ଧନ୍ ଧାତୁ=(ଶସ୍ୟ) ଉତ୍ପନ୍ନ ହେବା+କର୍ତ୍ତୃ. ଅ] — ସମ୍ପତ୍ତି; ବିତ୍ତ — Wealth; property; riches
- ସଂ. ବି. [ଧନ୍ ଧାତୁ=(ଶସ୍ୟ) ଉତ୍ପନ୍ନ ହେବା+କର୍ତ୍ତୃ. ଅ] — ଖଣ୍ଟ କରେ ଧନ ଦେଇ ପଦେ ନ କହିଲୁ ରେ। କବିସୂର୍ଯ୍ୟ. କିଶୋରୀଚମ୍ପୂ ଖ ଗୀତ।
- ସଂ. ବି. [ଧନ୍ ଧାତୁ=(ଶସ୍ୟ) ଉତ୍ପନ୍ନ ହେବା+କର୍ତ୍ତୃ. ଅ] — ଗୋଧାନ୍ୟାଦି ସ୍ଥାବର ଅସ୍ଥାବର ସମ୍ପତ୍ତି — Property, movable and immovable
- ସଂ. ବି. [ଧନ୍ ଧାତୁ=(ଶସ୍ୟ) ଉତ୍ପନ୍ନ ହେବା+କର୍ତ୍ତୃ. ଅ] — ନଗଦ ଟଙ୍କା ଟୋକର; ପୁଞ୍ଜି; ପାଣ୍ଠି — Money; hard cash
- ସଂ. ବି. [ଧନ୍ ଧାତୁ=(ଶସ୍ୟ) ଉତ୍ପନ୍ନ ହେବା+କର୍ତ୍ତୃ. ଅ] — ହାତରେ ନ ଥାଏ ଧନ; ପୁଅ ବାହା କରି ମନ—ଢଗ।
- ସଂ. ବି. [ଧନ୍ ଧାତୁ=(ଶସ୍ୟ) ଉତ୍ପନ୍ନ ହେବା+କର୍ତ୍ତୃ. ଅ] — ସୁବର୍ଣ୍ଣ — Gold
- ସଂ. ବି. [ଧନ୍ ଧାତୁ=(ଶସ୍ୟ) ଉତ୍ପନ୍ନ ହେବା+କର୍ତ୍ତୃ. ଅ] — ମୂଲ୍ୟବାନ୍ ପଦାର୍ଥ — Valuables
- ସଂ. ବି. [ଧନ୍ ଧାତୁ=(ଶସ୍ୟ) ଉତ୍ପନ୍ନ ହେବା+କର୍ତ୍ତୃ. ଅ] — ବାଣାର୍ଜୁନ ଭୂତିକି ମତି ଥାଇ, ଧନ ଆଲିଙ୍ଗନେ ମନ ବଳଇ। ଗୋଲୋକ, ଇନ୍ଦୁରେଖା।
- ସଂ. ବି. [ଧନ୍ ଧାତୁ=(ଶସ୍ୟ) ଉତ୍ପନ୍ନ ହେବା+କର୍ତ୍ତୃ. ଅ] — ଧନ ପରି ପ୍ରିୟତମ ବ୍ୟକ୍ତି; ସ୍ନେହପାତ୍ର — Object of love or attachment; the beloved one
- ସଂ. ବି. [ଧନ୍ ଧାତୁ=(ଶସ୍ୟ) ଉତ୍ପନ୍ନ ହେବା+କର୍ତ୍ତୃ. ଅ] — ତରୁଣୀ ତୋତେ ମୋ ଧନ କଲେ ଯହୁଁ କରୁଣାନିଧି ଶଙ୍କରରେ। କବିସୂର୍ଯ୍ୟ. ସଙ୍ଗୀତ।
- ସଂ. ବି. [ଧନ୍ ଧାତୁ=(ଶସ୍ୟ) ଉତ୍ପନ୍ନ ହେବା+କର୍ତ୍ତୃ. ଅ] — (ଜ୍ୟୋତିଷ) ଧନିଷ୍ଠା ନକ୍ଷତ୍ର — The 23rd lunar mansion or asterism in Hindu astronomy
- ସଂ. ବି. [ଧନ୍ ଧାତୁ=(ଶସ୍ୟ) ଉତ୍ପନ୍ନ ହେବା+କର୍ତ୍ତୃ. ଅ] — (ଜ୍ୟୋତିଷ) ଧନସ୍ଥାନ — The apartment of riches on one's horoscope