ଧନି Dhani
- ଗ୍ରା. ବିଣ. (ସଂ. ଧନ୍ୟ) — ଧନ୍ୟ — Praiseworthy
- ଦେ. ବି.—(ସଂ. ଧନୀ) — (ପୁଂ.) ରସିକ ପୁରୁଷ — A gallant; a beau
- ଦେ. ବି.—(ସଂ. ଧନୀ) — (ସଂ. ଧନିକା=ଯୁବତୀ)—ନାଗରୀ; ରସିକା ସ୍ତ୍ରୀ — A jilt; a flirt
- ଦେ. ବି.—(ସଂ. ଧନୀ) — ଚତୁରା ସ୍ତ୍ରୀ — A clever woman
- ଦେ. ବି.—(ସଂ. ଧନୀ) — ଯୁବତୀ — A young woman
- ଦେ. ବି.—(ସଂ. ଧନୀ) — ସୁନ୍ଦରୀ — A graceful lady
- ଦେ. ବି.—(ସଂ. ଧନୀ) — (ପୁଂ. ଓ ସ୍ତ୍ରୀ) ଧନେଶ୍ୱର ଓ ଧନେଶ୍ୱରୀର ଡାକନାମ — A name by which persons named Dhaneṡwara and Dhaneṡwarī are called
- ଦେ. ଅ. ପୁଂ. ଓ ସ୍ତ୍ରୀ — ହେ ଧନ! ହେ ପ୍ରିୟତମ! — Oh Dear!