ଧନବତୀ Dhana batī

  • ସଂ. ବି. ସ୍ତ୍ରୀ. (ଧନବତ୍+ସ୍ତ୍ରୀ. ଈ) — ଧନିଷ୍ଠା ନକ୍ଷତ୍ର — The 23rd asterism
  • ସଂ. ବିଣ. ସ୍ତ୍ରୀ. — ସୌଭାଗ୍ୟଶାଳିନୀ; ଧନଶାଳିନୀ — Rich (woman)