ଧନ ଜନ Dhana jana

  • ଦେ. ବି. (ଦ୍ୱନ୍ଦ୍ୱ; ଧନ+ଜନ) — ସଂପତ୍ତି ଓ ପରିବାର (ଆଶୀର୍ବାଦରେ ବ୍ୟବହୃତ) — Riches and family
  • ଦେ. ବି. (ଦ୍ୱନ୍ଦ୍ୱ; ଧନ+ଜନ) — ଧନଜନ ଗୋପ ଲକ୍ଷ୍ମୀ ବର୍ଦ୍ଧିତ ହୁଅନ୍ତୁ। ଯୋଗୀଙ୍କ. କେନ୍ଦରା ଗୀତ।