ଧଡ଼୍ Dhaṟḍ̠
- ଦେ. ଅ.—(ଧ୍ୱନ୍ୟନୁକାରୀ; ତୁଳ. ସଂ. ଝ଼ଟିତି) ଅତିଶୀଘ୍ର; ହଠାତ୍ — At once; immediately
- ଦେ. ଅ.—(ଧ୍ୱନ୍ୟନୁକାରୀ; ତୁଳ. ସଂ. ଝ଼ଟିତି) (ଯଥା—ସଭା ମଧ୍ୟରୁ ଜଣେ ଧଡ଼୍କିନି ଉଠି ଚାଲି ଗଲା।)
- ଦେ. ଅ.—(ଧ୍ୱନ୍ୟନୁକାରୀ; ତୁଳ. ସଂ. ଝ଼ଟିତି) ଧଡ଼ ଶବ୍ଦ ଉତ୍ପାଦନ ପୂର୍ବକ; ଦୁଇ କଠିଣ ବସ୍ତୁ ପରସ୍ପର ସହିତ ଜୋରରେ ବାଜି ଯିବା — Cracking or crashing sound of two hard things striking with force
- ଦେ. ଅ.—(ଧ୍ୱନ୍ୟନୁକାରୀ; ତୁଳ. ସଂ. ଝ଼ଟିତି) ଚମ୍ପା ଧଡ୍ କରି କବାଟଟା ଆଉଜାଇ ଦେଇ ଆପଣା ସ୍ଥାନରେ ବସି ରହିଲା। ଫକୀରମୋହନ, ଛମାଣ ଆଠଗୁଣ୍ଠ।