ଧଟୀ Dhaṭī

  • ସଂ. ବି. ପୁଂ — (ଧଟ+ଇନ୍; 1 ମା 1 ବ.)—(ଜ୍ୟୋତିଷ) ତୁଳା ରାଶି (ହି. ଶ.) — (ଧଟ+ଇନ୍;ମାବ.)—(ଜ୍ୟୋତିଷ) ତୁଳା ରାଶି (ହି. ଶ.)—. The astrological sign Libra in the zodiac
  • ସଂ. ବି. ପୁଂ — ଶିବ; ମହାଦେବ — Ṡiba
  • ସଂ. ବି. ପୁଂ — ବଣିକ୍ (ପ୍ରକୃତିବାଦ) — Merchant
  • ସଂ. ବି. ପୁଂ — ଦଣ୍ଡୀଦାର; ଯେ ପଣ୍ୟ ଦ୍ରବ୍ୟାଦି ଓଜନ କରେ (ହି. ଶ.) — A weighman
  • ସଂ. ବି. ପୁଂ — ସ୍ତ୍ରୀ.—(ଧଟ+ଈ) ଚୀର; ଚିରାକନା — Rag
  • ସଂ. ବି. ପୁଂ — ପୁରୁଣା ଲୁଗା — Old cloth
  • ସଂ. ବି. ପୁଂ — କୌପୀନ (ହି. ଶ.) — A long and narrow strip of cloth put on over the privities
  • ସଂ. ବି. ପୁଂ — କଟି ବସ୍ତ୍ର (ଜ୍ଞାନେନ୍ଦ୍ର) — 7. Loin-cloth
  • ସଂ. ବି. ପୁଂ — ଗର୍ଭାଧାନ ପରେ ସ୍ତ୍ରୀମାନେ ପିନ୍ଧିବା ବସ୍ତ୍ର ଖଣ୍ଡ (ହି. ଶ.) — A piece of cloth worn by a woman, after conception
  • ସଂ. ବି. ପୁଂ — [ଦ୍ର—ଫଳିତ ଜ୍ୟୋତିଷ ଅନୁସାରେ ଗର୍ଭାଧାନ ପରେ ମୂଳା, ଶ୍ରବଣା ହସ୍ତା, ପୁଷ୍ୟା, ଉତ୍ତରାଷାଢ଼ା, ଉତ୍ତରଭାଦ୍ର ଓ ମୃଗଶିରା ନକ୍ଷତ୍ରରେ କୌଣସି ଶୁଭଦିନରେ ସ୍ତ୍ରୀକୁ ଧଟୀ ପିନ୍ଧିବାକୁ ଦିଆଯାଏ (ହି. ଶ଼]