ଧଙ୍କ Dhaṅka

  • ଦେ. ବି — ରାମାୟଣବର୍ଣ୍ଣିତ ରାକ୍ଷସବିଶେଷ — A demon described in the Rāmāyaṇa
  • ଦେ. ବି — ବଧକ ଯେ ଧଙ୍କରେ କି ଶିବ ଅନ୍ଧକରେ ସିଂହକୁ ଶର ଭରେ ନାଶେ ସେ। ଉପେନ୍ଦ୍ରଭଞ୍ଜ. ବୈଦେହୀଶବିଳାସ।