ଦୟିତ Dayita

  • ସଂ. ବିଣ. ପୁଂ. (ଦୟ ଧାତୁ=ସ୍ନେହ କରିବା+କର୍ମ. ତ) — ପ୍ରିୟ; ସ୍ନେହପାତ୍ର — Dear; beloved
  • ସଂ. ବିଣ. ପୁଂ. (ଦୟ ଧାତୁ=ସ୍ନେହ କରିବା+କର୍ମ. ତ) — କମନୀୟ — Beautiful; charming
  • ବି. ପୁଂ — ବଲ୍ଲଭ; ପ୍ରେମିକ — A lover
  • ବି. ପୁଂ — ସୁଭଦ୍ରାର କଥା ଜଗତେ ବିଦିତ, ପ୍ରେମବଳେ ସିନା ଲଭିଲା ଦୟତ। ରାଧାନାଥ. ନନ୍ଦିକେଶ୍ୱରୀ।
  • ବି. ପୁଂ — ପତି; ସ୍ୱାମୀ — Husband
  • ଦେ. ବି. (ସଂ. ଦୈତ୍ୟ) — ଦୈତ୍ୟ; ଅସୁର — Demon