ଦ୍ୱୟ Dwaya

  • ସଂ. ବି (ଦ୍ୱି+ଅବୟବାର୍ଥେ. ଅୟ) — ଦୁଇ ସଂଖ୍ୟା — Two
  • ସଂ. ବି (ଦ୍ୱି+ଅବୟବାର୍ଥେ. ଅୟ) — ଯୋଡ଼ା; ଯୁଗ୍ମ — Pair; couple; brace
  • ସଂ. ବି (ଦ୍ୱି+ଅବୟବାର୍ଥେ. ଅୟ) — ଉଭୟ — Both
  • ସଂ. ବି (ଦ୍ୱି+ଅବୟବାର୍ଥେ. ଅୟ) — ଦୋନାବୁଡ଼ିଆ ରୀତି — Duplicity (Apte)
  • ସଂ. ବି (ଦ୍ୱି+ଅବୟବାର୍ଥେ. ଅୟ) — ଅସତ୍ୟତା — Untruthfulness (Apte)
  • ସଂ. ବି (ଦ୍ୱି+ଅବୟବାର୍ଥେ. ଅୟ) — (ବ୍ୟାକରଣ) ପୁଂଲିଙ୍ଗ ଓ ସ୍ତ୍ରୀଲିଙ୍ଗ — The masculine and the feminine gender in grammar
  • ସଂ. ବି (ଦ୍ୱି+ଅବୟବାର୍ଥେ. ଅୟ) — [ଦ୍ର—ଏହା ଅନ୍ଯ ଶବ୍ଦ ପରେ ଉଭୟ ବା ଦୁଇ ଅର୍ଥରେ ବ୍ଯବହୃତ ହୁଏ ଯଥା—ଛାତ୍ରଦ୍ୱୟ; ପଦଦ୍ୱୟ; ଚକ୍ଷୁଦ୍ୱୟ ଇତ୍ୟାଦି।]
  • ବିଣ — ଦ୍ୱିତୀୟ — Second
  • ବିଣ — ଦୁଇ ସଂଖ୍ୟକ — Numbering two