ଦ୍ୱି Dwi

  • ସଂ. ବିଣ. (ତୁଳ ଫା. ଦୋ; ଲାଟିନ୍ ଡ୍ୟୁଓ) — ଦୁଇ; ଦୁଇ ସଂଖ୍ୟକ — Two in number; numbering two
  • ସଂ. ବିଣ. (ତୁଳ ଫା. ଦୋ; ଲାଟିନ୍ ଡ୍ୟୁଓ) — ଉଭୟ; ଦୁହେ — Both
  • ସଂ. ବିଣ. (ତୁଳ ଫା. ଦୋ; ଲାଟିନ୍ ଡ୍ୟୁଓ) — ଦୁଇଥର — Twice
  • ସଂ. ବିଣ. (ତୁଳ ଫା. ଦୋ; ଲାଟିନ୍ ଡ୍ୟୁଓ) — ଦୁଇ ପ୍ରକାରର — Of two kinds
  • ସଂ. ବିଣ. (ତୁଳ ଫା. ଦୋ; ଲାଟିନ୍ ଡ୍ୟୁଓ) — [ଦ୍ର—ଏହି ଶବ୍ଦ ଅନ୍ଯ ସ୍ୱରାନ୍ତ ଶବ୍ଦ ପୂର୍ବେ ଯୁକ୍ତ ହେଲେ ଦ୍ୱିଃ ହୁଏ ଯଥା—ଦ୍ୱି+ଆଗମନ=ଦ୍ୱିରାଗମନ; ଦ୍ୱି ଅଶନ= ଦ୍ୱିରାଶନ। ଏହି ଶବ୍ଦ ଅନ୍ଯ ଶବ୍ଦ ପୂର୍ବେ ସମାସରେ ଯୁକ୍ତ ହୁଏ ଯଥା—ଦ୍ୱିବାହୁ, ଦ୍ୱିବିଧ, ଦ୍ୱିକର୍ମକ ଇତ୍ୟାଦି।]