ଦ୍ୱିଧ Dwidha

  • ସଂ. ବିଣ (ଦ୍ୱି+ଧା ଧାତୁ+କର୍ମ. ଅ) — ଦୁଇଖଣ୍ଡ ବା ଭାଗରେ ବିଭକ୍ତ — Divided into two parts
  • ସଂ. ବିଣ (ଦ୍ୱି+ଧା ଧାତୁ+କର୍ମ. ଅ) — ଦୁଇଫାଳ ହୋଇ ଚିରା ଯାଇଥିବା — Split asunder