ଦ୍ରବ Draba

  • ସଂ. ବି. (ଦ୍ରୁ ଧାତୁ=ଗମନ କରିବା; ତରଳିବା+ଭାବ. ଅ) — ଗତି — Motion
  • ସଂ. ବି. (ଦ୍ରୁ ଧାତୁ=ଗମନ କରିବା; ତରଳିବା+ଭାବ. ଅ) — ଦ୍ରୁତ ଗତି — Swift motion
  • ସଂ. ବି. (ଦ୍ରୁ ଧାତୁ=ଗମନ କରିବା; ତରଳିବା+ଭାବ. ଅ) — ତରଳିବା — Melting; fusion
  • ସଂ. ବି. (ଦ୍ରୁ ଧାତୁ=ଗମନ କରିବା; ତରଳିବା+ଭାବ. ଅ) — ବେଗ — Velocity; speed
  • ସଂ. ବି. (ଦ୍ରୁ ଧାତୁ=ଗମନ କରିବା; ତରଳିବା+ଭାବ. ଅ) — ପଳାୟନ — Act of fleeing
  • ସଂ. ବି. (ଦ୍ରୁ ଧାତୁ=ଗମନ କରିବା; ତରଳିବା+ଭାବ. ଅ) — (+କର୍ତ୍ତୃ. ଅ) ରସ — Juice
  • ସଂ. ବି. (ଦ୍ରୁ ଧାତୁ=ଗମନ କରିବା; ତରଳିବା+ଭାବ. ଅ) — ପରିହାସ — Jest; sport
  • ସଂ. ବି. (ଦ୍ରୁ ଧାତୁ=ଗମନ କରିବା; ତରଳିବା+ଭାବ. ଅ) — ତରଳ ପଦାର୍ଥ — A liquid; fluid
  • ସଂ. ବି. (ଦ୍ରୁ ଧାତୁ=ଗମନ କରିବା; ତରଳିବା+ଭାବ. ଅ) — ଯେଉଁ ତରଳ ପଦାର୍ଥରେ ଅନ୍ଯ ପଦାର୍ଥ ମିଶି ଥାଏ — Solution
  • ସଂ. ବି. (ଦ୍ରୁ ଧାତୁ=ଗମନ କରିବା; ତରଳିବା+ଭାବ. ଅ) — ଗଳିତ ପଦାର୍ଥ — A molten thing
  • ସଂ. ବି. (ଦ୍ରୁ ଧାତୁ=ଗମନ କରିବା; ତରଳିବା+ଭାବ. ଅ) — ତାରଲ୍ୟ; ତରଳତା — Fluidity
  • ସଂ. ବି. (ଦ୍ରୁ ଧାତୁ=ଗମନ କରିବା; ତରଳିବା+ଭାବ. ଅ) — ଆସବ (ହି. ଶ.) — Wine