ଦ୍ରବଣ Drabaṇa

  • ସଂ. ବି. (ଦ୍ରୁ ଧାତୁ+ଅନ) — ଗମନ — Act of going
  • ସଂ. ବି. (ଦ୍ରୁ ଧାତୁ+ଅନ) — ଅନୁତାପ — Repentance
  • ସଂ. ବି. (ଦ୍ରୁ ଧାତୁ+ଅନ) — ଗତି — Motion
  • ସଂ. ବି. (ଦ୍ରୁ ଧାତୁ+ଅନ) — ତରଳି ଯିବା — Melting; fusion
  • ସଂ. ବି. (ଦ୍ରୁ ଧାତୁ+ଅନ) — ହୃଦୟ କରୁଣାରେ ଆର୍ଦ୍ର ହେବା — Melting of the heart
  • ସଂ. ବି. (ଦ୍ରୁ ଧାତୁ+ଅନ) — ପଳାଇ ଯିବା — Fleeing away; flight