ଦୋ Do

  • ବୈଦେ. ବି (ଫା; ତୁଳ ସଂ. ଦ୍ୱି; ଅନ୍ଯ ଶବ୍ଦ ସଙ୍ଗେ ବ୍ଯବହୃତ; ଯଥା—ଦୋରସା, ଦୋନସଲା, ଦୋକନ୍ଦି, ଦୋଅଣି) — ଦୁଇ — Two
  • ପ୍ରାଦେ (ଗଡ଼ଜାତ) ବି — ଦୋଉ (ଦେଖ) — Dou (See)