ଦୋହଳ Dohaḻa

  • ସଂ. ବି. (ଦୋହ=ସନ୍ତୋଷ+ଲା ଧାତୁ=ଗ୍ରହଣ କରିବା+ କର୍ତ୍ତୃ. ଅ) — ଇଚ୍ଛା; ଅଭିଳାଷ — Desire
  • ପ୍ରାଦେ. (ଗଡ଼ଜାତ ଓ ସମ୍ବଲପୁର) ବି. (ସଂ. ଦେହଳି) — ବାରଣ୍ଡା; ଅଡ଼ଙ୍ଗ — Varanda; portico