ଦୋହଲ Dohala
- ଦେ. ବି. (ସଂ. ଦୁଳ ଧାତୁ) — କମ୍ପନ — Oscillation
- ଦେ. ବି. (ସଂ. ଦୁଳ ଧାତୁ) — ମନର ଅନିଶ୍ଚୟ ଅବସ୍ଥା — Vasillating
- ଦେ. ବି. (ସଂ. ଦୁଳ ଧାତୁ) — ଟଣା ଓଟରା — Dragging to and fro
- ଦେ. ବି. (ସଂ. ଦୁଳ ଧାତୁ) — ଆନ୍ଦୋଳନ — Agitation
- ଦେ. ବି. (ସଂ. ଦୁଳ ଧାତୁ) — ବାଦ ବିବାଦ — Mutual recrimination; wordy fight