ଦୋଅଣୀ Do-aṇī

  • ଦେ. ବି (ସଂ. ଦ୍ୱି. ଓ ଆନକ) — ଦୁଇ ଅଣା ମୂଲ୍ୟର ମୁଦ୍ରା — A two-anna-bit; a coin worth two annas
  • ପ୍ରାଦେ (ଯାଜପୁର) ବି (ସଂ. ଦୋହନୀ) — ଗାଈଦୁହାଁ ଠେକି — A narrow-mouthed small pitcher used during milking