ଦୈଶିକ Da̲i̱ṡika

  • ସଂ. ବିଣ (ଦେଶ+ସମ୍ବନ୍ଧାର୍ଥେ. ଇକ) — ଦେଶୀ — Native; belonging to the country
  • ସଂ. ବିଣ (ଦେଶ+ସମ୍ବନ୍ଧାର୍ଥେ. ଇକ) — ଏକ ଅଂଶ ବା ଏକ ଦେଶ ସମ୍ବନ୍ଧୀୟ — Relating to a part of or to one country
  • ସଂ. ବିଣ (ଦେଶ+ସମ୍ବନ୍ଧାର୍ଥେ. ଇକ) — ଦେଶଜ (ଦେଖ) — Deṡaja (See)