ଦୈତ୍ୟ Da̲i̱tya

  • ସଂ. ବି. ପୁଂ. (ଦିତି+ଅପତ୍ୟାର୍ଥେ ଯ) — ଦୈତେୟ; ରାକ୍ଷସ — Demon
  • ସଂ. ବି. ପୁଂ. (ଦିତି+ଅପତ୍ୟାର୍ଥେ ଯ) — କଣ୍ଟାଗଛ — Thorny plant
  • ସଂ. ବି. ପୁଂ. (ଦିତି+ଅପତ୍ୟାର୍ଥେ ଯ) — ବିଜନିତ ଦୈତ୍ୟଗଣ ରୂପ ଅଛି ଧରି—ଭଞ୍ଜ, ବୈଦେହୀଶବିଳାଶ।