ଦେଢ଼ି Deṟḍ̠ẖi
- ଦେ. ବି — ଦେଢ଼ଗୁଣ — One and a half times
- ଦେ. ବି — ବର୍ଷକେ ମୂଳଧନର ଅଧେ ପରିମିତ ସୁଧ ମିଳିବା ପ୍ରକାରେ ଦିଆଯିବା ଧାନ ବା ଟଙ୍କାର ଋଣ — A loan by which the annual interest is half the amount of the principal or 50 per cent
- ଦେ. ବି — [ଦ୍ର—ଏ ଦେଶରେ ପୂର୍ବେ ଧାନ ଦେଢ଼ି ସୁଧରେ କରଜ ଦିଆ ଯାଉଥିଲା ଏବଂ ପ୍ରତି ବର୍ଷର ପ୍ରାପ୍ୟ ସୁଧର ପରିଶୋଧ ନ ହେଲେ ତାହା ମୂଳରେ ଭରଣା ବୋଇ ଆଗାମୀ ବର୍ଷକୁ ସୁଧ ମୂଳ ଉପରେ ପୁଣି ଚକ୍ରବୃଦ୍ଧି ହିସାବରେ କଷୋଟ କରା ଯାଉଥିଲା। କିନ୍ତୁ ଆଜି କାଲି ଦେଢ଼ି ରେଟରେ ସୁଧ ନିଆ ନ ଯାଇ ସ୍ୱାଇ (ସଉଆ) ରେଟରେ ଧାନ କରଜ ଲଗା ଯାଉଅଛି। କିନ୍ତୁ ଚକ୍ରବୃଦ୍ଧି ପ୍ରଥା ବନ୍ଦ ହୋଇ ନାହିଁ।]
- ଦେ. ବି — ମୂଳଧନର ଶତକଡ଼ା ବାର୍ଷିକ 50 ରେଟରେ ଗଣା ଯିବା ସୁଧ — ମୂଳଧନର ଶତକଡ଼ା ବାର୍ଷିକ50ରେଟରେ ଗଣା ଯିବା ସୁଧ—Interest calculated at 50 % per cent per annum
- ଦେ. ବି — ଧେଡ଼ି; କର୍ଣ୍ଣାଳଙ୍କାରବିଶେଷ — A kind of ear-ring
- ପ୍ରାଦେ (ସମ୍ବଲପୁର) ବି — ବିଛଣାଚାଦର; ମାଠ — Bed sheet