ଦେଢ଼ା Deṟḍ̠ẖā

  • ଦେ. ବି — ଦେଢ଼ି (ଦେଖ) — Deṟḍ̠ẖi (See)
  • ବିଣ — ଦେଢ଼ ଗୁଣ ପରିମିତ; ସାର୍ଦ୍ଧ ପରିମିତ — One and a half times as much
  • ବିଣ — ଦେଢ଼ାଇ, ଦେଢ଼ଇ, ଅନ୍ଯରୂପ — ଦେଢ଼ାଇ, ଦେଢ଼ଇ,ଅନ୍ଯରୂପ
  • ବିଣ — ଦେଢ଼ଗୁଣରେ ହିସାବ କରାଯିବା — Calculated at one and a half times