ଦେହ Deha

  • ସଂ. ବି. (ଦିହ୍ ଧାତୁ=ଲେପନ କରିବା; ଏକତ୍ର କରିବା+କର୍ମ ଅ) — ଶରୀର; ତନୁ — Body
  • ସଂ. ବି. (ଦିହ୍ ଧାତୁ=ଲେପନ କରିବା; ଏକତ୍ର କରିବା+କର୍ମ ଅ) — (+ଭାବ. ଅ)—ଲେପନ — Anointing; plastering; semearing
  • ସଂ. ବି. (ଦିହ୍ ଧାତୁ=ଲେପନ କରିବା; ଏକତ୍ର କରିବା+କର୍ମ ଅ) — ଅଙ୍ଗ ପ୍ରତ୍ୟଙ୍ଗ — Limbs
  • ସଂ. ବି. (ଦିହ୍ ଧାତୁ=ଲେପନ କରିବା; ଏକତ୍ର କରିବା+କର୍ମ ଅ) — ଜୀବନ — Life
  • ସଂ. ବି. (ଦିହ୍ ଧାତୁ=ଲେପନ କରିବା; ଏକତ୍ର କରିବା+କର୍ମ ଅ) — ମୂର୍ତ୍ତି; ରୂପ — Image; form
  • ସଂ. ବି. (ଦିହ୍ ଧାତୁ=ଲେପନ କରିବା; ଏକତ୍ର କରିବା+କର୍ମ ଅ) — [ଦ୍ର—ଦେହ ଦୁଇ ପ୍ରକାର; ଯୋନିଜ ଓ ଅଯୋନିଜ; ଯୋନିଜ ଦେହ ଦ୍ୱିବିଧ—ଜରାୟୂଜ ଓ ଅଣ୍ଡଜ। ଅଯୋନିଜ ଦେହ— ସ୍ୱେଦଜ, ଉଦ୍ଭିଜ୍ଜ, ଜଳଜ ଓ ତୈଜସ ଭେଦରେ ଚତୁର୍ବିଧ।
  • ସଂ. ବି. (ଦିହ୍ ଧାତୁ=ଲେପନ କରିବା; ଏକତ୍ର କରିବା+କର୍ମ ଅ) — ଏହା ଛଡ଼ା ଅଙ୍ଗୁଷ୍ଠ ପରିମିତ ସୂକ୍ଷ୍ମ ଦେହ ମଧ୍ୟ ଅଛି। ଦେହ କର୍ମଫଳାଫଳ ଭୋଗ କରେ। ହି. ଶବ୍ଦସାଗର]
  • ଦେ. ବି — ଜୀବନ କାଳ — Lifetime
  • ଦେ. ବି — (ଯଥା—ଆମ ବାପାଙ୍କ ଦେହକରେ ଏପରି ଘଟଣା ଘଟି ନ ଥିଲା।)
  • ଦେ. ବି — ସ୍ୱାସ୍ଥ୍ୟ — Health
  • ଦେ. ବି — (ଯଥା— ତାଙ୍କ ଦେହ ଖରାପ ହୋଇଅଛି।)