ଦେହ ଲଗା Deha lagā
- ଦେ. ବିଣ (ସଂ. ଦେହ+ଲଗ୍ନ) — ଦିହ ଲଗା (ଦେଖ) — Diha lagā (See)
- ଦେ. ବିଣ (ସଂ. ଦେହ+ଲଗ୍ନ) — ଯେ କନ୍ୟାଗଣ ମୁନିଅଂଶୀ, କୃଷ୍ଣର ଦେହଲଗା ଦାସୀ—ଭୂପତି. ପ୍ରେମପଞ୍ଚାମୃତ।
- ଦେ. ବିଣ (ସଂ. ଦେହ+ଲଗ୍ନ) — ଦେହରେ ଲୀନ — Absorbed in the body of
- ଦେ. ବିଣ (ସଂ. ଦେହ+ଲଗ୍ନ) — ଏ କନଖଳ ଏଥି ବହୁଛନ୍ତି ଗଙ୍ଗା ହୋଇବାକୁ ଯାଇ ସମୁଦ୍ର ଦେହଲଗା। କୃଷ୍ଣସିଂହ. ମହାଭାରତ. ବନ।