ଦେଶୀୟ Deṡīya

  • ସଂ. ବିଣ. (ଦେଶ+ସମ୍ବନ୍ଧାର୍ଥେ. ଈୟ) — ଦେଶ ସମ୍ବନ୍ଧୀୟ — Pertaining to a country
  • ସଂ. ବିଣ. (ଦେଶ+ସମ୍ବନ୍ଧାର୍ଥେ. ଈୟ) — ସ୍ୱଦେଶନିର୍ମିତ — Swadeshi; country-made
  • ସଂ. ବିଣ. (ଦେଶ+ସମ୍ବନ୍ଧାର୍ଥେ. ଈୟ) — ସ୍ୱଦେଶୀୟ — Local; indigenous
  • ସଂ. ବିଣ. (ଦେଶ+ସମ୍ବନ୍ଧାର୍ଥେ. ଈୟ) — ଦେଶ ପ୍ରଚଳିତ — Prevalent in a country
  • ସଂ. ବିଣ. (ଦେଶ+ସମ୍ବନ୍ଧାର୍ଥେ. ଈୟ) — ମଫସଲୀ; ଗ୍ରାମ୍ୟ — Provincial; rural
  • ସଂ. ଅ. ପ୍ରତ୍ୟୟ (ଅନ୍ଯ ଶବ୍ଦ ସଙ୍ଗେ ଯୁକ୍ତ) ସ୍ଥାନୀୟ — Standing in or occuping the position of
  • ସଂ. ଅ. ପ୍ରତ୍ୟୟ (ଅନ୍ଯ ଶବ୍ଦ ସଙ୍ଗେ ଯୁକ୍ତ) (ଯଥା—ସେ ମୋର ପିତୃ ଦେଶୀୟ ଅଟନ୍ତି।)
  • ଦେ. ବିଣ. — ଦେଶଜ (ଦେଖ) — Deṡaja (See)