ଦେଶକ Deṡaka

  • ସଂ. ବି. ପୁଂ (ଦିଶ୍ ଧାତୁ=ଆଜ୍ଞା କରିବା+କର୍ତ୍ତୃ. ଅକ) — ଉପଦେଶକ; ଶିକ୍ଷକ — A preceptor; teacher
  • ସଂ. ବି. ପୁଂ (ଦିଶ୍ ଧାତୁ=ଆଜ୍ଞା କରିବା+କର୍ତ୍ତୃ. ଅକ) — ଶାସନକର୍ତ୍ତା — A governor