ଦେବନା Debanā

  • ସଂ. ବି. ସ୍ତ୍ରୀ. (ଦେବନ+ସ୍ତ୍ରୀ. ଆ) — କ୍ରୀଡ଼ା — Play; pastime
  • ସଂ. ବି. ସ୍ତ୍ରୀ. (ଦେବନ+ସ୍ତ୍ରୀ. ଆ) — ସେବା — Worship; tending
  • ସଂ. ବି. ସ୍ତ୍ରୀ. (ଦେବନ+ସ୍ତ୍ରୀ. ଆ) — ଆକ୍ଷେପ — Regret
  • ସଂ. ବି. ସ୍ତ୍ରୀ. (ଦେବନ+ସ୍ତ୍ରୀ. ଆ) — ବିଳାପ — Lamentation