ଦେବଗଣ Debagaṇa

  • ସଂ. ବି. ( 6 ଷ୍ଠୀ ତତ୍; ଦେବ+ଗଣ) — ଦେବ ସମୂହ — The Gods
  • ସଂ. ବି. ( 6 ଷ୍ଠୀ ତତ୍; ଦେବ+ଗଣ) — (ଜ୍ୟୋତିଷ) ଦେବ ପ୍ରକୃତିରେ ଜନ୍ମ ହୋଇଥିବା ବ୍ଯକ୍ତି — (Astrology) A peroson born with the nature of the Gods
  • ସଂ. ବି. ( 6 ଷ୍ଠୀ ତତ୍; ଦେବ+ଗଣ) — ଦେବତାମାନଙ୍କ ବର୍ଗ — A group of Deities
  • ସଂ. ବି. ( 6 ଷ୍ଠୀ ତତ୍; ଦେବ+ଗଣ) — [ଦ୍ର—ଏ ଦେବତାମାନଙ୍କ ଗଣଦେବତା ବୋଲାଯାଏ । ଗଣଦେବତା ତଳେ ନୋଟ୍ ଦେଖ ।]
  • ସଂ. ବି. ( 6 ଷ୍ଠୀ ତତ୍; ଦେବ+ଗଣ) — (ଫଳିତ ଜ୍ୟୋତିଷ) ନକ୍ଷତ୍ରମାନଙ୍କର ସମୂହ, ଯହିଁର ଅଶ୍ୱିନୀ, ରେବତୀ, ପୁଷ୍ୟା, ସ୍ୱାତୀ, ହସ୍ତା, ପୁନର୍ବସୁ ଅନୁରାଧା, ମୃଗଶିରା ଓ ଶ୍ରବଣା ଅନ୍ତର୍ଗତ ଅଟନ୍ତି (ହି. ଶ) — (astrology) A group of constellations consisting of the 1st. 27th, 8th, 15th, 13th, 7th, 17th, 5th, and 22nd asterisms
  • ସଂ. ବି. ( 6 ଷ୍ଠୀ ତତ୍; ଦେବ+ଗଣ) — କୌଣସି ଦେବତାଙ୍କ ଅନୁଚର (ହି. ଶବ୍ଦସାଗର) — An attendant of a Deity