ଦେବଆଳ Deba-āḻa

  • ଦେ. ବି. (ସଂ. ଦେବ+ଆଳୟ) — ଦେବାଳୟ; ଦେଉଳ — The temple of a Deity
  • ଦେ. ବି. (ସଂ. ଦେବ+ଆଳୟ) — ତୋ ଲାଗି ଭୋଗ ଦେବଆଳ ସର୍ବଦା ଭୁଞ୍ଜିବେ ନିର୍ମଳ। ଯଶୋବନ୍ତ. ବ୍ରହ୍ମଗୀତା।
  • ଦେ. ବି. (ସଂ. ଦେବ+ଆଳୟ) — ଭଜନାଳୟ — Church