ଦେବ ଗତି Deba gati

  • ସଂ. ବି. — ମୃତ୍ୟୁ ପରେ ସ୍ୱର୍ଗ ଲାଭ — The attainment of heaven after one's death
  • ସଂ. ବି. — ମୃତ୍ୟୁ ପରେ ଦେବଯୋନି ପ୍ରାପ୍ତି (ହି. ଶବ୍ଦସାଗର) — Birth amongst the Gods after death