ଦେଣ୍ Deṇ
- ଦେ. ବି. (କଚିରିଆ) (ସଂ. ଦା ଧାତୁ; ଦାନ, ଦେୟ) — ଋଣ — Debt
- ଦେ. ବି. (କଚିରିଆ) (ସଂ. ଦା ଧାତୁ; ଦାନ, ଦେୟ) — ଦେବା — Giving
- ଦେ. ବି. (କଚିରିଆ) (ସଂ. ଦା ଧାତୁ; ଦାନ, ଦେୟ) — ଦେୟ ଧନଆଦି ଜମା ଦେବା — Debiting
- ଦେ. ବି. (କଚିରିଆ) (ସଂ. ଦା ଧାତୁ; ଦାନ, ଦେୟ) — ଦେୟ ଧନ — Amount payable
- ଦେ. ବି. (କଚିରିଆ) (ସଂ. ଦା ଧାତୁ; ଦାନ, ଦେୟ) — ସେଇଟା ତ ବର ପିଠିରୁ ଦେଣ୍। ଫକୀରମୋହନ. ଗଳ୍ପସ୍ୱଳ୍ପ।
- ଦେ. ବି. (କଚିରିଆ) (ସଂ. ଦା ଧାତୁ; ଦାନ, ଦେୟ) — ପ୍ରଦତ୍ତ ବସ୍ତୁ — Any thing given away
- ବିଣ. — ଦେୟ — Payable