ଦେଣି Deṇi

  • ଦେ. ବିଣ—(ସଂ. ଦେୟ; ଦାନୀୟ) — ଦେୟ — Payable
  • ଦେ. ବିଣ—(ସଂ. ଦେୟ; ଦାନୀୟ) — ଅବଶ୍ୟଦେୟ — Unavoidably payable
  • ଦେ. ବିଣ—(ସଂ. ଦେୟ; ଦାନୀୟ) — (ଯଥା—ଯାତ୍ରା ଦେଖିବାକୁ ଆସି ମତେ ପାଞ୍ଚଟଙ୍କା ଦେଣି ପଡ଼ିଲା)
  • ଦେ. ବି — ଦେୟ ଅର୍ଥ — 1. Dues; money payable by a person
  • ପ୍ରାଦେ (ବାଲେଶ୍ୱର) ବି (କଚିରିଆ) — ଦେଣଦାର ଖାତକ — Debtor
  • ପ୍ରାଦେ (ବାଲେଶ୍ୱର) ବି (କଚିରିଆ) — ଅଦାଲତରେ ଯେଉଁ ଖାତକ ଉପରେ ମହାଜନର ଡିଗ୍ରୀ ହୋଇଥାଏ — Judgement-debtor