ଦେଖା Dekhā
- ଦେ. ବି (ସଂ. ଦୃଶ୍; ପ୍ରା. ଦେଖ୍ ଧାତୁ) — ଦର୍ଶନ — Seeing; look
- ଦେ. ବି (ସଂ. ଦୃଶ୍; ପ୍ରା. ଦେଖ୍ ଧାତୁ) — ଦୃଷ୍ଟି — Sight; view
- ଦେ. ବି (ସଂ. ଦୃଶ୍; ପ୍ରା. ଦେଖ୍ ଧାତୁ) — ସାକ୍ଷାତକାର; ମୁଲାକାତ୍; ଦୁଇ ଜଣଙ୍କର ମିଳନ; ଭେଟ — 2. Interview; visit; meeting of two persons
- ଦେ. ବି (ସଂ. ଦୃଶ୍; ପ୍ରା. ଦେଖ୍ ଧାତୁ) — କେତେକାଳ ହେଲା ଦେଖା ନାହିଁ ସହି ! ଶେଯଯାକ ତିନ୍ତିଗଲା ଲୁହ ବହି—ପ୍ରାଚୀନ ସଙ୍ଗୀତ।
- ଦେ. ବି (ସଂ. ଦୃଶ୍; ପ୍ରା. ଦେଖ୍ ଧାତୁ) — ଭେଟୀ — Present
- ଦେ. ବି (ସଂ. ଦୃଶ୍; ପ୍ରା. ଦେଖ୍ ଧାତୁ) — ଦେଖା ନାହିଁ କି ସାକ୍ଷାତ ନାହିଁ ଗହ୍ମାପୁନିଅଁ ଦିନ ମାଇଁ ମାଇଁ—ଢଗ।
- ବିଣ — ଯେ ଦେଖେ; ଦର୍ଶକ — One who sees; seeing
- ବିଣ — ଦୃଷ୍ଟ; ଯାହା ଦେଖାଯାଏ — That which is seen; seen