ଦେଅ Dea

  • ଦେ. (ପ୍ରାଚୀନ) କ୍ରି—(ଦା ଧାତୁ ଅନୁଜ୍ଞା 2 ୟ ପୁରୁଷ ଏକବଚନ 'ଦିଅ'ର ବିକଳ୍ପ ରୂପ) — ଦିଅ (ଦେଖ) — Dia (See)
  • ଦେ. (ପ୍ରାଚୀନ) କ୍ରି—(ଦା ଧାତୁ ଅନୁଜ୍ଞା 2 ୟ ପୁରୁଷ ଏକବଚନ 'ଦିଅ'ର ବିକଳ୍ପ ରୂପ) — ମଦନ ବିଷ ଖଣ୍ଡନ ମୋହର ଶିର ମଣ୍ଡନ ଦେଅ ଘାତ ପଲ୍ଲବ କୋମଳ। ପ୍ରାଚୀ; ରସବାରିଧି।