ଦୃକ Dṛuka
- ଦେ. ବି. (ସଂ. ଦୃକ୍) — ଚକ୍ଷୁ; ଆଖି — Eye
- ଦେ. ବି. (ସଂ. ଦୃକ୍) — ସୀତାଯୁକ୍ତ ଦିବ୍ଯାୟୁଧ ଅମ୍ବୁଜର ଦୃକ ଭୀମ ତୋଷ ଦାନେ ରାମ ମୂର୍ତ୍ତି ବନ୍ଦେ ଲୋକ । ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ ।
- ଦେ. ଅ — ପରି; ସଦୃଶ୍ୟ — Like
- ଦେ. ଅ — ବକ ପୁଷ୍ପମାଳା ମାଳିକ; ବିକ୍ରୟ ଚାଙ୍ଗୁଡ଼ାରୁ ଟେକିଲା ଦୃକ । ଭଞ୍ଜ. ବୈଦେହୀଶବିଳାସ ।