ଦୂହୂ Dūhū

  • ଦେ. (ଧ୍ୱନ୍ୟନୁକରଣ) ଅ — ଧୂ ଧୂ (ଦେଖ) — Dhū dhū (See)
  • ଦେ. (ଧ୍ୱନ୍ୟନୁକରଣ) ଅ — ଦୂହୂ ଜଳୁଥିଲା ଘୋର କୃଷ୍ଣଜିହ୍ୱା କରାଳ ବଦନ କରି ବ୍ୟାଦନ—ନନ୍ଦକିଶୋର. କୃଷ୍ଣକୁମାରୀ