ଦୂନ Dūna

  • ସଂ. ବିଣ (ଦୂ ଧାତୁ=ଖେଦ କରିବା+କର୍ତ୍ତୃ. ତ) — କ୍ଳିଷ୍ଟ — Afflicted
  • ସଂ. ବିଣ (ଦୂ ଧାତୁ=ଖେଦ କରିବା+କର୍ତ୍ତୃ. ତ) — ଦୁଃଖପ୍ରାପ୍ତ — Troubled
  • ସଂ. ବିଣ (ଦୂ ଧାତୁ=ଖେଦ କରିବା+କର୍ତ୍ତୃ. ତ) — କ୍ଳାନ୍ତ — 3. Tired; wearied
  • ସଂ. ବିଣ (ଦୂ ଧାତୁ=ଖେଦ କରିବା+କର୍ତ୍ତୃ. ତ) — ଅନୁତପ୍ତ — Repentant
  • ସଂ. ବିଣ (ଦୂ ଧାତୁ=ଖେଦ କରିବା+କର୍ତ୍ତୃ. ତ) — ପଥଶ୍ରାନ୍ତ — Exhausted on account of travelling